ଅର୍ଥ : ପୃଥିବୀ ବା କୌଣସି ଅନ୍ୟ ଗ୍ରହର ଭୂପୃଷ୍ଠର ଉପରଭାଗର ସେହି ଫାଟ ବା ରନ୍ଧ୍ର ଯେଊଁଥିରୁ ତରଳ ଲାଭା, ଗ୍ୟାସ୍ ଆଦି ବାହାରକୁ ଆସେ
ଉଦାହରଣ :
ଜ୍ବାଳାମୁଖୀ ପ୍ରାୟତଃ ସଶଦ୍ଦରେ ବିସ୍ପୋଟିତ ହୋଇଥାଏ
ସମକକ୍ଷ : ଆଗ୍ନେୟଗିରି
ଅନ୍ୟ ଭାଷାରେ ଅନୁବାଦ :
पृथ्वी या किसी अन्य ग्रह की सतह की वह दरार या छिद्र जिसमें से होकर पिघले हुए लावे, गैस आदि बाहर आते हैं।
ज्वालामुखी प्रायः विस्फोट के साथ फटते हैं।