ଅର୍ଥ : ଯାହା କରିବା ଉଚିତ ନୁହେଁ ବା ଯାହା କରିବା ଯୋଗ୍ୟ ନୁହେଁ
ଉଦାହରଣ :
କିଛି ଲୋକଙ୍କୁ ଅକରଣୀୟ କାମ କରିବାକୁ ହିଁ ମଜା ଲାଗେ
ସମକକ୍ଷ :
ନିଷିଦ୍ଧ, ନିଷେଧିତ
ଅନ୍ୟ ଭାଷାରେ ଅନୁବାଦ :
जिसे नहीं करना चाहिए या जो करने योग्य न हो।
कुछ लोगों को अकृत्य कर्म करने में ही मज़ा आता है।
अकरण,
अकरणीय