ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ସ୍ଥିତି (ବିଶେଷ୍ୟ)
କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ପାବକ (ବିଶେଷ୍ୟ)
ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଅଯୋଗ୍ୟ (ବିଶେଷ୍ୟ)
ଯେ କୌଣସି କାମର ଯୋଗ୍ୟ ନୁହେଁ
ଅନୁମୋଦିତ (ବିଶେଷ୍ୟ)
କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି
ନିଆଁ (ବିଶେଷ୍ୟ)
ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଯୋଗ୍ୟତା (ବିଶେଷ୍ୟ)
ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ବ୍ୟବହାରକାରୀ (ବିଶେଷଣ)
ବସ୍ତୁ,ସେବା ଆଦିର ଉପଭୋଗ କରୁଥିବା ବା ସେଗୁଡ଼ିକୁ କାମରେ ଲଗାଉଥିବା ବ୍ୟକ୍ତି
କନକ (ବିଶେଷ୍ୟ)
ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
ଉପହାର (ବିଶେଷ୍ୟ)
ବିବାହ ଅବସରରେ ବର ପକ୍ଷରୁ କନ୍ୟାକୁ ଦିଆଯାଉଥିବା ଗହଣା