ପାବକ (ବିଶେଷ୍ୟ)
ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଉପହାର (ବିଶେଷ୍ୟ)
ବିବାହ ଅବସରରେ ବର ପକ୍ଷରୁ କନ୍ୟାକୁ ଦିଆଯାଉଥିବା ଗହଣା
ବ୍ୟବହାରକାରୀ (ବିଶେଷଣ)
ବସ୍ତୁ,ସେବା ଆଦିର ଉପଭୋଗ କରୁଥିବା ବା ସେଗୁଡ଼ିକୁ କାମରେ ଲଗାଉଥିବା ବ୍ୟକ୍ତି
ଉପଭୋଗ (ବିଶେଷ୍ୟ)
କୌଣସି ବସ୍ତୁର ବ୍ୟବହାରରେ ସୁଖ ବା ମଜା ନେବାର କ୍ରିୟା
ଅନଳ (ବିଶେଷ୍ୟ)
ବିଭୀଷଣର ମନ୍ତ୍ରୀ
ବିଶେଷଣ (ବିଶେଷ୍ୟ)
ଯେଉଁ ପରିବର୍ତ୍ତନଶୀଳ ଶବ୍ଦ କୌଣସି ସଂଜ୍ଞାବାଚକ ଶବ୍ଦର ବିଶେଷତ୍ୱ ସୂଚିତ କରେ
ସ୍ଥିତି (ବିଶେଷ୍ୟ)
କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ନିଆଁ (ବିଶେଷ୍ୟ)
ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
ଶୂନ୍ୟ (ବିଶେଷ୍ୟ)
ଖାଲି ବା ରିକ୍ତ ସ୍ଥାନ
ଅମ୍ବର (ବିଶେଷ୍ୟ)
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ