অর্থ : ୟୁନାଇଟେଡ଼ ଷ୍ଟେଟ ବା ସଂଘୀୟ ରାଜ୍ୟ (ବିଶେଷକରି ଆମେରିକା ଗୃହଯୁଦ୍ଧ ସମୟର ଉତ୍ତର ରାଜ୍ୟ)
উদাহরণ :
ଲୀ ମେରୀଲ୍ୟାଣ୍ଡକୁ ୟୁନିୟନରୁ ଅଲଗା କରିବାକୁ ଚାହୁଁଥିଲେ
অন্যান্য ভাষায় অনুবাদ :
অর্থ : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ
উদাহরণ :
ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ
সমার্থক : ସଂଘ
অন্যান্য ভাষায় অনুবাদ :
A political unit formed from previously independent people or organizations.
The Soviet Union.অর্থ : ପ୍ରଥମରୁ ସ୍ୱତନ୍ତ୍ର ବା ଆତ୍ମନିର୍ଭର ଲୋକଙ୍କଦ୍ୱାରା ବା ସଂସ୍ଥାନଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଟିଏ ରାଜନୈତିକ ମଣ୍ଡଳ
উদাহরণ :
ଏହି ସମ୍ମେଳନୀରେ ୟୁରୋପୀୟ ସଙ୍ଗର ପ୍ରତିନିଧି ମଧ୍ୟ ଭାଗ ନେବେ ବଡ଼ବଡ଼ କମ୍ପାନୀମାନେ ମଧ୍ୟ ନିଜର ଗୋଟିଏ ସଙ୍ଘ ବନାଇଛନ୍ତି
সমার্থক : ସଙ୍ଘ
অন্যান্য ভাষায় অনুবাদ :
A political unit formed from previously independent people or organizations.
The Soviet Union.