অর্থ : ଯାହାର ହୃଦୟ କୋମଳ
উদাহরণ :
ହୃଦୟବାନ ବ୍ୟକ୍ତିମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ
অন্যান্য ভাষায় অনুবাদ :
Having or proceeding from an innately kind disposition.
A generous and kindhearted teacher.অর্থ : ଯିଏ ଉତ୍ତମ ମନୋବୃତ୍ତିଧାରୀ
উদাহরণ :
ସଦାଚାର ଲୋକ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ
সমার্থক : ଭଲମନୋବୃତ୍ତି, ସଦାଚାର
অন্যান্য ভাষায় অনুবাদ :
Marked by good intentions though often producing unfortunate results.
A well-intentioned but clumsy waiter.অর্থ : ଯାହାର ହୃଦୟ ବଡ଼
উদাহরণ :
ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
সমার্থক : ଉଦାର, ଉଦାରଚିତ୍ତ, ଉଦାରମନା, ବିଶାଳହୃଦୟ
অন্যান্য ভাষায় অনুবাদ :
Generous and understanding and tolerant.
A heart big enough to hold no grudges.