অর্থ : ମହାଜନଠାରୁ କରଜ ନେବା ସମୟରେ ତାଙ୍କ ଦ୍ବାରା ଦିଆଯାଇଥିବା ଦସ୍ତାବିଜ ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଋଣ ପରିଶୋଧ କରିବା ଆବଶ୍ୟକ ଥିବାକଥା ଲେଖାହୋଇଥାଏ
উদাহরণ :
ହୁଣ୍ଡିର ହିସାବରେ ରାମକୁ ନିଜର କରଜ ବାବଦରେ ଚକ୍ରବୃଦ୍ଧି ସୁଧହାରରେ ପରିଶୋଧ କରିବାକୁ ପଡିବ
সমার্থক : ହୁଂଡି
অন্যান্য ভাষায় অনুবাদ :
অর্থ : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
উদাহরণ :
ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
অন্যান্য ভাষায় অনুবাদ :