সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପବନରେ ମିଳୁଥିବା ବାଷ୍ପର ଅତ୍ୟନ୍ତ ସୂକ୍ଷ୍ମ ଅଣୁ ଯାହା ଥଣ୍ଡା ହୋଇଯିବା କାରଣରୁ ପୃଥିବୀ ଉପରେ ଧଳା ସ୍ତର ରୂପରେ ଜମି ଯାଏ
উদাহরণ : ଅତ୍ୟଧିକ ଶିଶିରପାତ କାରଣରୁ ଆଳୁ ଫସଲ ନଷ୍ଟଭ୍ରଷ୍ଟ ହୋଇଗଲା
সমার্থক : କାକର, ତୁଷାର, ତୁହିନ, ନୀହାର, ଶିଶିର
অন্যান্য ভাষায় অনুবাদ :हिन्दी English
हवा में मिले हुए भाप के अत्यंत सूक्ष्म अणु जो ठंडक के कारण पृथ्वी पर सफ़ेद तह के रूप में जम जाते हैं।
Ice crystals forming a white deposit (especially on objects outside).
অর্থ : ଜଳର କଠିନ ରୂପ
উদাহরণ : ଶୂନ୍ୟ ଡିଗ୍ରୀ ସେଲ୍ସିୟସରେ ପାଣି ବରଫରେ ପରିଣତ ହୁଏ
সমার্থক : ବରଫ
जल का ठोस रूप।
Water frozen in the solid state.
ইনস্টল