অর্থ : ମନକୁ ଆମୋଦିତ କଲାଭଳି କଥା ବା କାମ
উদাহরণ :
ମୋ ସହିତ ଥଟ୍ଟା ତାମସା କରନାହିଁ
সমার্থক : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା
অন্যান্য ভাষায় অনুবাদ :
मन बहलाने वाली बात।
वह सबसे हँसी-मज़ाक़ करते रहता है।অর্থ : ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ
উদাহরণ :
ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
সমার্থক : ହାସ୍ୟ ରସ
অন্যান্য ভাষায় অনুবাদ :
অর্থ : ହସିବାର ପ୍ର କ୍ରିୟା ବା ଭାବ
উদাহরণ :
ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ
সমার্থক : ହସ
অন্যান্য ভাষায় অনুবাদ :
অর্থ : ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି"
উদাহরণ :
ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
অন্যান্য ভাষায় অনুবাদ :
Arousing or provoking laughter.
An amusing film with a steady stream of pranks and pratfalls.