অর্থ : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
উদাহরণ :
ଚାକରାଣୀ ଅନ୍ତଃପୁର ସଫାକରୁଛି
সমার্থক : ଅନ୍ତଃପୁର, ଅନ୍ଦର ମହଲ, ଅବରୋଧ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ଭିତିରି ମହଲ
অন্যান্য ভাষায় অনুবাদ :
घर का वह भीतरी भाग जिसमें स्त्रियाँ रहती हैं।
नौकरानी जनानखाने की सफाई कर रही है।