অর্থ : ହାତୀ ପିଠି ଉପରେ ପଡ଼ିଥିବା ଚାନ୍ଦୁଆଯୁକ୍ତ ହାଉଦା
উদাহরণ :
ହାତୀକୁ ସଜ କରାଯାଇଥିଲା ଏବଂ ରାଜା ହାତୀ ପିଠି ଉପରେ ପଡ଼ିଥିବା ହାଉଦା ଉପରେ ବସିଥିଲେ
অন্যান্য ভাষায় অনুবাদ :
অর্থ : ହାତୀ ପିଠି ଉପରେ ବନ୍ଧା ଯାଉଥିବା କାଠଫ୍ରେମ୍ ଯାହା ଉପରେ ଲୋକେ ବସନ୍ତି
উদাহরণ :
ହାତିଆଳ ହାତୀପିଠିରୁ ହାଉଦା ଓହ୍ଲାଇଲାପରେ ତାକୁ ହାତୀଶାଳାରେ ବାନ୍ଧିଦେଲା
অন্যান্য ভাষায় অনুবাদ :