অর্থ : ଗୋଟିଏ ଅସ୍ତ୍ର
উদাহরণ :
ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
অন্যান্য ভাষায় অনুবাদ :
অর্থ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
উদাহরণ :
ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
সমার্থক : ଯୋଡ଼ା
অন্যান্য ভাষায় অনুবাদ :
অর্থ : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
উদাহরণ :
କୃଷକ ବିଲରେ ହଳ କରୁଛି
অন্যান্য ভাষায় অনুবাদ :
অর্থ : ହଳ କରିବା କ୍ରିୟା
উদাহরণ :
ସେ କ୍ଷେତରେ ହଳ କରୁଛି ଚାଷ ପରେ ଜମିରେ ଜଳସେଚନ ହେବ
সমার্থক : କର୍ଷଣ
অন্যান্য ভাষায় অনুবাদ :