অর্থ : ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା
উদাহরণ :
ପରିବହନ ଉପରେ ହରତାଳର କୌଣସି ପ୍ରଭାବ ପଡ଼ିଲାନାହିଁ ଠିକ୍ସମୟରେ ଦରମା ନ ମିଳିବାରୁ କର୍ମଚାରୀମାନେ ହରତାଳ କରିଦେଲେ
সমার্থক : ଧର୍ମଘଟ
অন্যান্য ভাষায় অনুবাদ :
A group's refusal to work in protest against low pay or bad work conditions.
The strike lasted more than a month before it was settled.অর্থ : ହଳଦିଆ ରଙ୍ଗର ଏକ ଖଣିଜ ପଦାର୍ଥ
উদাহরণ :
ଔଷଧରୂପେ ହରତାଳର ବ୍ୟବହାର କରାଯାଏ
অন্যান্য ভাষায় অনুবাদ :
অর্থ : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
উদাহরণ :
ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
অন্যান্য ভাষায় অনুবাদ :
A voluntary fast undertaken as a means of protest.
hunger strike