অর্থ : କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କଦ୍ୱାରା ହିଁ ଅଚାନକ ଆକ୍ରମଣକରି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ହତ୍ୟା କରାଯାଏ
উদাহরণ :
ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିଲେ
অন্যান্য ভাষায় অনুবাদ :
Murder of a public figure by surprise attack.
assassinationঅর্থ : ହତ୍ୟା କରିବା ବା ନଷ୍ଟ କରିବାର କ୍ରିୟା
উদাহরণ :
କାହାରି ବ୍ୟକ୍ତିଗତ ସ୍ବତନ୍ତ୍ରତାକୁ ହତ୍ୟା ନକରିବା ଉଚିତ
অন্যান্য ভাষায় অনুবাদ :
অর্থ : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
উদাহরণ :
ସେ ନିଜ ପିତାକୁ ହତ୍ୟା କଲା ପ୍ରାଣୀ ହତ୍ୟା ମହାପାପ
সমার্থক : ଅପଘାତ, ଅବଘାତ, ଘାତ, ବଧ, ବିଘାତ, ସଂଘାତ
অন্যান্য ভাষায় অনুবাদ :
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
किसी भी प्राणी की हत्या महापाप है।