অর্থ : ଯେଉଁ ଅବସ୍ଥାରେ କଣ କରିବା ଉଚିତ୍ ବୋଲି ଜାଣି ହୁଏନାହିଁ
উদাহরণ :
ସିଗାରେଟ ଟାଣୁଥିବା ସୌରଭ ଅକସ୍ମାତ ତା ବାପାକୁ ଦେଖି ହତବୁଦ୍ଧି ହୋଇଗଲା ଏକ ଭୟଙ୍କର ଶବ୍ଦ ଶୁଣି ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲୁ
সমার্থক : କିଂକର୍ତ୍ତବ୍ୟବିମୂଢ଼
অন্যান্য ভাষায় অনুবাদ :
ऐसी अवस्था में जिसमें यह न सूझ पड़े कि अब क्या करना चाहिए।
अचानक अपने पिता को देखकर सिगरेट पीता सौरभ हक्का-बक्का रह गया।অর্থ : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
উদাহরণ :
ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
সমার্থক : ଆଚମ୍ବିତ, କାବା, କିଂକର୍ତ୍ତବ୍ୟ ବିମୂଢ଼