অর্থ : ପୂର୍ବ ସୂଚନା ନଦେଇ ଏକାଏକା ଆସିଯିବା ବା ଅବାଞ୍ଛିତ ରୂପରେ ଆସି ପହଞ୍ଚିଯିବା
উদাহরণ :
ବର୍ତ୍ତମାନ ଆମେ ସପରିବାର ଗୋଆ ଯିବାର କାର୍ଯ୍ୟକ୍ରମ କରୁଥିଲୁ, ହଠାତ୍ ଦିଲ୍ଲୀବାସୀ ମାଉସୀ ଆସି ପହଞ୍ଚିଗଲେ
সমার্থক : ଅଚାନକ ଆସିବା, ସହସା ଆସିବା
অন্যান্য ভাষায় অনুবাদ :