অর্থ : ହକ୍ ବା ଅଧିକାର ପାଇବା ବ୍ୟକ୍ତି
উদাহরণ :
ଏହି ସମ୍ପତ୍ତିର ଚାରି ହକଦାର ପରସ୍ପର ମଧ୍ୟରେ ଅଡ଼ୁଆ ସୃଷ୍ଟିକଲେ
সমার্থক : ସତ୍ତ୍ୱାଧିକାରୀ
অন্যান্য ভাষায় অনুবাদ :
Someone who claims a benefit or right or title.
Claimants of unemployment compensation.অর্থ : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
উদাহরণ :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
সমার্থক : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ଅଧିକାରୀ
অন্যান্য ভাষায় অনুবাদ :
जिसे अधिकार दिया गया हो या जिसे कुछ करने या पाने का अधिकार हो।
दादी की वसीयत के अनुसार राम भी इस घर में रहने का अधिकारी है।Having authority or ascendancy or influence.
An important official.