অর্থ : ଆତଙ୍କିତ ହେବା କାରଣରୁ ଜନ ସାଧାରଣଙ୍କ ମଧ୍ୟରେ ହେଉଥିବା କୋଳାହଳ ଏବଂ ଧାଁ ଦୌଡ଼
উদাহরণ :
ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ ଆରମ୍ଭ ହୋଇଗଲା
সমার্থক : ହୋ-ହାଲା
অন্যান্য ভাষায় অনুবাদ :
অর্থ : ଚଞ୍ଚଳ ବା ଆତୁରତା କାରଣରୁ ହେଉଥିବା ଅସ୍ଥିରଭାବ
উদাহরণ :
ଅଚାନକ ନିଆଁ ଲାଗିଯିବା ଫଳରେ ହଇଚଇ ପଡ଼ିଗଲା
সমার্থক : ହରବର
অন্যান্য ভাষায় অনুবাদ :
जल्दी या उतावलेपन के कारण होनेवाली घबराहट।
अचानक आग लगने पर हड़बड़ी मच गई।অর্থ : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
উদাহরণ :
ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
সমার্থক : ଆତଙ୍କ
অন্যান্য ভাষায় অনুবাদ :