অর্থ : ଯାହାକୁ ସହମତି ମିଳିଛି ବା ଯାହା ସ୍ୱୀକାର କରାଯାଇଛି
উদাহরণ :
ସରକାରଙ୍କଦ୍ୱାରା ସ୍ୱୀକୃତ ଏହି ପରିଯୋଜନା ଅତିଶୀଘ୍ର ଆରମ୍ଭ ହେବ
সমার্থক : ମଞ୍ଜୁର, ସହମତି ପ୍ରାପ୍ତ, ସ୍ୱୀକୃତି ପ୍ରାପ୍ତ
অন্যান্য ভাষায় অনুবাদ :
जिसे आधिकारिक रूप से मान्यता मिली हो या जिसे स्वीकार कर लिया गया हो।
ये सब मान्यताप्राप्त शिक्षण संस्थाएँ हैं।Generally approved or compelling recognition.
Several accepted techniques for treating the condition.অর্থ : ଯାହା ଅଙ୍ଗୀକାର କରାଯାଇଛି ବା ଯାହାକୁ ନିଜ ଉପରକୁ ନିଆଯାଇଛି
উদাহরণ :
ସେ ନିଜର କାର୍ଯ୍ୟଭାରକୁ ଆନନ୍ଦ ସହିତ ଅଙ୍ଗୀକୃତ କଲେ
অন্যান্য ভাষায় অনুবাদ :
অর্থ : ଯାହା ସ୍ୱୀକାର କରାଯାଇଛି
উদাহরণ :
ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
সমার্থক : ମଞ୍ଜୁରୀପ୍ରାପ୍ତ, ମାନ୍ୟ
অর্থ : ଯାହକୁ ଅନୁମତି ଦିଆଯାଇଛି
উদাহরণ :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
সমার্থক : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ଅନୁମୋଦିତ
অন্যান্য ভাষায় অনুবাদ :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।অর্থ : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
উদাহরণ :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
সমার্থক : ଅନୁଜ୍ଞାପିତ, ଅନୁମତି ପ୍ରାପ୍ତ