সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସ୍ୱଭାବ ସହିତ ସମ୍ବନ୍ଧ ରଖୁଥିବା ବା ହେବାବାଲା
উদাহরণ : ରାଗିବା ତାର ସ୍ୱାଭାବିକ ଗୁଣ
সমার্থক : ସ୍ୱଭାବଗତ, ସ୍ୱଭାବତଃ
অন্যান্য ভাষায় অনুবাদ :हिन्दी
स्वभाव या प्रकृति से संबंध रखने या होने वाला।
অর্থ : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
উদাহরণ : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
সমার্থক : ଅକୃତିମ, ନୈସର୍ଗିକ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ
स्वभाव से या आप-से-आप होनेवाला या जो बनावटी न हो।
ইনস্টল