অর্থ : ସ୍ୱାଦିଷ୍ଟ ଭୋଜନ ବା ଉତ୍ତମ ବ୍ୟଞ୍ଜନ
উদাহরণ :
ଅନେକ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଖୁଆଇ ସେ ଆମକୁ ଆପ୍ୟାୟିତ କଲେ
সমার্থক : ସୁସ୍ୱାଦୁ ଖାଦ୍ୟ, ସୁସ୍ୱାଦୁ ଭୋଜନ
অন্যান্য ভাষায় অনুবাদ :
स्वादिष्ट भोजन या उत्तम व्यंजन।
कई तरह के नियामतों से उन्होंने हमारी ख़ातिरदारी की।