অর্থ : କୌଣସି କାର୍ଯ୍ୟଳୟ, ହୋଟେଲଆଦିରେ ଏହି କର୍ମଚାରୀ ଯାହାଙ୍କ ମୁଖ୍ୟକାମ ଫୋନ୍ର ଉତ୍ତର ଦେବା ଓ ଆଗନ୍ତୁକଙ୍କୁ ସ୍ୱାଗତ କରିବା
উদাহরণ :
ହୋଟେଲରେ ପ୍ରବେଶ କରିବା ବେଳେ ହିଁ ସ୍ୱାଗତକର୍ତ୍ତା ହସିକି ଆମକୁ ସ୍ୱାଗତ କଲେ
সমার্থক : ସ୍ୱାଗତକର୍ତ୍ତା
অন্যান্য ভাষায় অনুবাদ :
किसी कार्यालय, होटल आदि में वह कर्मचारी जिसका मुख्य कार्य दूरध्वनि का जवाब देना तथा आगंतुक का स्वागत करना होता है।
होटल में प्रवेश करते ही स्वागतकर्ता ने मुस्कुराकर हमारा स्वागत किया।অর্থ : ଯେଉଁ ବ୍ୟକ୍ତି ସ୍ୱାଗତ ବା ସତ୍କାର କରିଥାଏ
উদাহরণ :
ସତ୍କାରକ ବରକୁ ଘୋଡ଼ା ଉପରୁ ଓହ୍ଲାଇଆଣିଲେ
সমার্থক : ସତ୍କାରକ
অন্যান্য ভাষায় অনুবাদ :