সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଆପଣା କୁଳର ଲୋକ
উদাহরণ : ସ୍ୱଜନ କଲ୍ୟାଣ ଭାବନାରେ କାମ କରିବା ସମାଜର ହିତରେ ନୁହେଁ
সমার্থক : କୁଟୁମ୍ବୀ, ପରିଜନ, ଭାଇବନ୍ଧୁ
অন্যান্য ভাষায় অনুবাদ :हिन्दी
अपने कुल के लोग।
অর্থ : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ
উদাহরণ : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି
সমার্থক : ଆତ୍ମୀୟ, ଜ୍ଞାତି
वह जिसका अपने से संबंध या नाता हो।
অর্থ : ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
উদাহরণ : ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
সমার্থক : ବାନ୍ଧବ, ସଂପର୍କୀୟ, ସମ୍ପର୍କୀୟ
অন্যান্য ভাষায় অনুবাদ :हिन्दी English
वह व्यक्ति जिससे कोई रिश्ता हो।
A person related by blood or marriage.
ইনস্টল