অর্থ : ଯେ ରଚନା ବା ସୃଷ୍ଟି କରେ
উদাহরণ :
ପ୍ରକୃତିର ସ୍ରଷ୍ଟାଙ୍କ କଳ୍ପନା ଅନୁପମ
সমার্থক : ପ୍ରଣେତା, ରଚନାକାର, ରଚୟିତା, ସୃଜକ, ସୃଷ୍ଟିକର୍ତ୍ତା
অর্থ : ନିର୍ମାଣ କରିବା କିମ୍ବା ବନେଇବା ବ୍ୟକ୍ତି
উদাহরণ :
ଏହି ଫିଲ୍ମର ନିର୍ମାତା ଅମିର ଖାନ୍
সমার্থক : ନିର୍ମାତା, ସୃଷ୍ଟିକର୍ତ୍ତା
অন্যান্য ভাষায় অনুবাদ :
A person who grows or makes or invents things.
creatorঅর্থ : ରଚିବା ବା ତିଆରି କରିବା ଲୋକ
উদাহরণ :
ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
সমার্থক : କର୍ତ୍ତା, ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା
অন্যান্য ভাষায় অনুবাদ :