অর্থ : ଭୁଲି ଯାଇଥିବା କଥା ପୁଣି ମନେ ପଡ଼ିଯିବାର ପ୍ରକ୍ରିୟା
উদাহরণ :
ପିଲାଦିନେ ଶିକ୍ଷକଙ୍କଦ୍ୱାରା ଖାଇଥିବା ମାଡ଼ର ସ୍ମରଣ ହେଲା ମାତ୍ରେ ଉମେଶର ଦେହ ଶିତେଇଗଲା
সমার্থক : ଅନୁସ୍ମରଣ
অন্যান্য ভাষায় অনুবাদ :
भूली हुई बात फिर से याद आ जाने की क्रिया।
बचपन में शिक्षक द्वारा पड़ी मार का अनुस्मरण आते ही उमेश सहम गया।The process of remembering (especially the process of recovering information by mental effort).
He has total recall of the episode.অর্থ : ନଅ ପ୍ରକାରର ଭକ୍ତିସମୂହ ମଧ୍ୟରୁ ସେହି ଭକ୍ତି ଯେଉଁଥିରେ ଉପାସକ ନିଜ ଦେବତାଙ୍କୁ ସବୁବେଳେ ମନେପକାଏ
উদাহরণ :
କିଛି ଭକ୍ତ କାମ କରୁଥିଲେବି ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି
সমার্থক : ସ୍ମରଣ ଭକ୍ତି
অন্যান্য ভাষায় অনুবাদ :
(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhaktiঅর্থ : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
উদাহরণ :
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
সমার্থক : ସ୍ମୃତି
অন্যান্য ভাষায় অনুবাদ :
The cognitive processes whereby past experience is remembered.
He can do it from memory.