অর্থ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
উদাহরণ :
ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
সমার্থক : ଗାଧୁଆ, ଗାଧୁଆପାଧୁଆ
অন্যান্য ভাষায় অনুবাদ :
অর্থ : ପାଣିରେ ବୁଡି ଗାଧୋଉଥିବା ଲୋକ
উদাহরণ :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
অন্যান্য ভাষায় অনুবাদ :
Immersing the body in water or sunshine.
bathing