অর্থ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
উদাহরণ :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
সমার্থক : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
অন্যান্য ভাষায় অনুবাদ :
A state of no motion or movement.
The utter motionlessness of a marble statue.অর্থ : ଦୃଢ଼ ହେବାର ଅବସ୍ଥା ବା ଭାବ
উদাহরণ :
ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
সমার্থক : ଦୃଢ଼ତା
অন্যান্য ভাষায় অনুবাদ :
The trait of being resolute.
His resoluteness carried him through the battle.