অর্থ : ସ୍ତୁତି, ପ୍ରଶଂସା ଆଦି ଥିବା ଯେଉଁ ରଚନା ପ୍ରାର୍ଥନା ସମୟରେ ବୋଲାଯାଏ
উদাহরণ :
ଏହି ପୁସ୍ତକରେ ସମସ୍ତ ଦେବାଦେବୀଙ୍କର ପ୍ରାର୍ଥନା ରହିଛି ଏହି ପୁସ୍ତକର ପ୍ରଥମ ଅଧ୍ୟାୟ ହିଁ ପ୍ରାର୍ଥନା
অন্যান্য ভাষায় অনুবাদ :
A fixed text used in praying.
prayerঅর্থ : ଭକ୍ତିର ନଅ ଭେଦ ସମୂହରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କର ଗୁଣଗାନ କରିଥାଏ
উদাহরণ :
ମନ୍ଦିରରେ ଭକ୍ତଗଣ ବନ୍ଦନାରେ ବ୍ୟାପୃତ ଥାଆନ୍ତି
সমার্থক : ଅଭିବଂଦନ, ଅଭିବଂଦନା, ଅଭିବନ୍ଦନ, ଅଭିବନ୍ଦନା, ପ୍ରାର୍ଥନା, ବଂଦନ, ବଂଦନା, ବନ୍ଦନ, ବନ୍ଦନା, ସ୍ତବ, ସ୍ତୋତ୍ର
অন্যান্য ভাষায় অনুবাদ :
The act of communicating with a deity (especially as a petition or in adoration or contrition or thanksgiving).
The priest sank to his knees in prayer.