সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
উদাহরণ : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
সমার্থক : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା
অন্যান্য ভাষায় অনুবাদ :हिन्दी English
जो गिर या ढह गया हो।
Torn down and broken up.
অর্থ : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
উদাহরণ : ସେ ନିଜ ମାର୍ଗରେ ବିଚଳିତ
সমার্থক : ଅସ୍ଥିର, ବିଚଳିତ, ବିଚ୍ୟୁତ
अपने स्थान, प्रतिज्ञा, सिद्धान्त आदि से हटा हुआ।
Having the attention diverted especially because of anxiety.
অর্থ : ଖସିପଡ଼ିଥିବା ବା ଗଡ଼ି ଆସି ଥିବା
উদাহরণ : ପର୍ବତରୁ ସ୍ଖଳିତ ଭୂଖଣ୍ଡଦ୍ୱାରା ଏହି ପାହାଡ଼ିଆ ରାସ୍ତା ବନ୍ଦ ହୋଇଯାଇଛି
অন্যান্য ভাষায় অনুবাদ :हिन्दी
खिसका या फिसला हुआ।
ইনস্টল