সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
উদাহরণ : ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
সমার্থক : ଧାଈ
অন্যান্য ভাষায় অনুবাদ :हिन्दी English
बच्चा जनाने में सहायता देनेवाली स्त्री।
A woman skilled in aiding the delivery of babies.
অর্থ : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
উদাহরণ : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
সমার্থক : ଚାକରାଣୀ, ଦାସୀ, ନଉକରାଣୀ, ପରିଚାରିକା
वह जो घरेलू काम-काज तथा सेवा करती हो।
A female domestic.
অর্থ : ରୋଗୀ ତଥା ନବଜାତ ଶିଶୁଙ୍କ ସେବା ନିମନ୍ତେ ପ୍ରଶିକ୍ଷିତ ମହିଳା
উদাহরণ : ମୋ ନଣନ୍ଦ ବମ୍ବେ ହସ୍ପିଟାଲରେ ନର୍ସ ଅଛନ୍ତି
সমার্থক : ଉପଚାରିକା, ନର୍ସ, ସିଷ୍ଟର
रोगियों तथा नवजात शिशुओं की सेवा के लिए प्रशिक्षित महिला।
One skilled in caring for young children or the sick (usually under the supervision of a physician).
ইনস্টল