অর্থ : ସମାଜ ବା ଅର୍ଥ ବ୍ୟବସ୍ଥାର ଅଙ୍ଗ ହୋଇଥିବା ଲୋକ ସମୂହ
উদাহরণ :
ସେମାନେ କୌଣସି ସାର୍ବଜନିକ କ୍ଷେତ୍ରରେ କାମ କରନ୍ତିପବ୍ଲିକ ସେକ୍ଟର ଏବଂ ପ୍ରାଇଭେଟ ସେକ୍ଟର ମଧ୍ୟରେ ବହୁତ ଫରକ ଥାଏ
সমার্থক : କ୍ଷେତ୍ର
অন্যান্য ভাষায় অনুবাদ :
অর্থ : କୌଣସି ସହର, କ୍ଷେତ୍ର ଆଦିର ଭାଗ
উদাহরণ :
ମୁଁ ଭିଲାଇର ସେକ୍ଟର ଚାରିରେ ରହେ
অন্যান্য ভাষায় অনুবাদ :