অর্থ : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
উদাহরণ :
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
সমার্থক : ରଚନା କରିବା, ଲେଖିବା
অন্যান্য ভাষায় অনুবাদ :
অর্থ : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
উদাহরণ :
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
সমার্থক : ଉତ୍ପତି କରିବା, ଉତ୍ପନ୍ନ କରିବା, କରିବା, ଜନ୍ମ କରିବା, ଜାତ କରିବା
অন্যান্য ভাষায় অনুবাদ :
* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।
आप एक बहुत बड़ी गलती कर रहे हैं।অর্থ : ରଚନା କରିବା ବା ପ୍ରସ୍ତୁତ କରିବା
উদাহরণ :
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
সমার্থক : ପ୍ରସ୍ତୁତ କରିବା, ରଚନା କରିବା, ସର୍ଜନା କରିବା, ସୃଜନ କରିବା
অন্যান্য ভাষায় অনুবাদ :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.