অর্থ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
উদাহরণ :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
সমার্থক : ଅନୁକ୍ରମଣିକା, ତାଲିକା, ଲିଷ୍ଟ୍
অন্যান্য ভাষায় অনুবাদ :
किसी विषय की मुख्य-मुख्य बातों की क्रमवार दी हुई सूचना।
उसने खरीदे गये सामानों की एक सूची बनाई।অর্থ : ଧାତୁ ତିଆରି ଏକ ପତଳା ଉପକରଣ ଯାହା ଛିଦ୍ରରେ ସୂତା ଭର୍ତ୍ତିକରି କନା ଆଦି ସିଲେଇ କରାଯାଏ
উদাহরণ :
ଲୁଗା ସିଲେଇ କରିବାବେଳେ ସୀତା ହାତରେ ଛୁଞ୍ଚି ପଶିଗଲା
অন্যান্য ভাষায় অনুবাদ :
A needle used in sewing to pull thread through cloth.
sewing needle