অর্থ : ଶାରୀରିକ ଓ ମାନସିକ ରୂପରେ ସୁସ୍ଥ କରିବା
উদাহরণ :
ବ୍ୟାୟାମ ଶରୀରକୁ ନୀରୋଗ କରେ
সমার্থক : ନୀରୋଗ କରିବା, ରୋଗଶୂନ୍ୟ କରିବା, ସୁସ୍ଥକରିବା, ସ୍ୱାସ୍ଥ୍ୟବାନ୍ କରିବା, ସ୍ୱାସ୍ଥ୍ୟଯୁକ୍ତ କରିବା
অন্যান্য ভাষায় অনুবাদ :
* शारीरिक और मानसिक रूप से मज़बूत बनाना।
यह भ्रमण सबसे मज़बूत यात्री को भी अभयस्त कर देगा।