অর্থ : ଯାହାର ସ୍ୱଭାବ ଭଲ
উদাহরণ :
ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
অন্যান্য ভাষায় অনুবাদ :
Having or showing a kindly or tender nature.
The gentle touch of her hand.অর্থ : ଅତ୍ୟନ୍ତ ସୁନ୍ଦର
উদাহরণ :
ସୀତାର ପୁଅ ସୁଚାରୁ ଓ ସୁଶୀଳ
সমার্থক : ଚାରୁବନ୍ତ, ଲାବଣ୍ୟବନ୍ତ, ସୁଚାରୁ
অন্যান্য ভাষায় অনুবাদ :
অর্থ : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
উদাহরণ :
ରାମ ଜଣେ ଭଦ୍ର ବ୍ୟକ୍ତି
সমার্থক : ଭଦ୍ର, ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ
অন্যান্য ভাষায় অনুবাদ :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।অর্থ : ଭଲ ଚରିତ୍ର ବା ଭଲ ସ୍ୱଭାବର
উদাহরণ :
ସଚରିତ୍ର ବ୍ୟକ୍ତି ହିଁ ସମାଜର ପ୍ରକୃତ କର୍ଣ୍ଣଧାର
সমার্থক : ଚରିତ୍ରବାନ, ଶିଷ୍ଟାଚାରୀ, ସଚ୍ଚରିତ୍ର, ସଦାଚାରୀ
অন্যান্য ভাষায় অনুবাদ :
Morally excellent.
virtuousঅর্থ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
উদাহরণ :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
অন্যান্য ভাষায় অনুবাদ :
Having an easygoing and cheerful disposition.
Too good-natured to resent a little criticism.