সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
উদাহরণ : ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
সমার্থক : ସୁରାଇ
অন্যান্য ভাষায় অনুবাদ :हिन्दी
जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
অর্থ : ମାଟିରେ ତିଆରି ଘଡ଼ି
উদাহরণ : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
সমার্থক : ମାଠିଆ
मिट्टी का घड़ा।
অর্থ : ମାଟିରେ ତିଆରି ଏକ ପ୍ରକାର ମାଠିଆ
উদাহরণ : କୁମ୍ଭାର ଚକ ଉପରେ ସୁରେଇ ତିଆରି କରୁଛି
मिट्टी का बना एक प्रकार का घड़ा।
অর্থ : ପାଣି ରଖିବା ନିମନ୍ତେ ଏକ ପ୍ରକାର ମାଟି ପାତ୍ର
উদাহরণ : ଗରମ ଦିନରେ ବି ସୁରେଇର ପାଣି ଥଣ୍ଡା ରହେ
पानी रखने का एक प्रकार का मिट्टी का बरतन।
অর্থ : ପାଣି ରଖିବା ନିମନ୍ତେ ମାଟିରେ ପ୍ରସ୍ତୁତ ଏକ ଛୋଟ ପାତ୍ର
উদাহরণ : ଯାତ୍ରୀ ଜଣକ ସୁରେଇରୁ ପାଣି ବାହାରକରି ସହଯାତ୍ରୀଙ୍କୁ ଦେଲେ
पानी रखने का मिट्टी का एक छोटा बरतन।
ইনস্টল