অর্থ : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା
উদাহরণ :
ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ
সমার্থক : ବଞ୍ଚାଇବା, ରକ୍ଷାକରିବା, ସଂରକ୍ଷିତ କରିବା
অন্যান্য ভাষায় অনুবাদ :
अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।
इस झील को बचाइए।Keep undisturbed for personal or private use for hunting, shooting, or fishing.
Preserve the forest and the lakes.অর্থ : ଖରାପ ଦଶାରେ ଗତି କରିବାରୁ ରୋକିବା
উদাহরণ :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
সমার্থক : ସମ୍ଭାଳିବା
অন্যান্য ভাষায় অনুবাদ :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.অর্থ : ଖରାପ ହେବାକୁ ନଦେବା
উদাহরণ :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
সমার্থক : ରହିବା
অন্যান্য ভাষায় অনুবাদ :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।অর্থ : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
উদাহরণ :
ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି
সমার্থক : ଜୀବିତ ରଖିବା, ବଜାୟ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା
অন্যান্য ভাষায় অনুবাদ :
* नष्ट या अंत या भंग होने से बचाना या सुरक्षित रखना।
घर की शांति को बनाए रखिए।