অর্থ : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
উদাহরণ :
ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
সমার্থক : ନିରାପଦ
অন্যান্য ভাষায় অনুবাদ :
অর্থ : ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ
উদাহরণ :
ଆପଣଙ୍କ ପୁଅ ମୋ ପାଖରେ ସୁରକ୍ଷିତ
সমার্থক : ସଯତ୍ନରକ୍ଷିତ
অন্যান্য ভাষায় অনুবাদ :
Free from danger or the risk of harm.
A safe trip.