অর্থ : ଯିଏ ନିଦ୍ରାରେ ଅଛି ବା ଶୋଇଛି
উদাহরণ :
କୁମ୍ଭକର୍ଣ୍ଣ ଛଅ ମାସ କାଳ ନିଦ୍ରାମଗ୍ନ ରହୁଥିଲା ମା’ ଶୋଇଥିବା ପିଲାକୁ ଉଠାଉଛି
সমার্থক : ନିଦ୍ରାଗତ, ନିଦ୍ରାମଗ୍ନ, ନିଦ୍ରିତ, ଶାୟିତ
অন্যান্য ভাষায় অনুবাদ :
जो निद्रा में हो या सोया हुआ हो।
माँ सोए बच्चे को जगा रही है।অর্থ : ଯାହାର କ୍ରିୟାଶୀଳତା ବନ୍ଦ ହୋଇଯାଇଛି
উদাহরণ :
ରୋଗୀ ନିଷ୍କ୍ରିୟ ଅବସ୍ଥାରେ ବିଛଣାରେ ପଡ଼ିଛି
সমার্থক : ନିଷ୍କ୍ରିୟ
অন্যান্য ভাষায় অনুবাদ :
In a condition of biological rest or suspended animation.
Dormant buds.