অর্থ : ସହଜ ହେବାର ଅବସ୍ଥା ବା ଭାବ
উদাহরণ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
সমার্থক : ସରଳ, ସରଳତା, ସହଜ, ସହଜତା
অন্যান্য ভাষায় অনুবাদ :
Freedom from difficulty or hardship or effort.
He rose through the ranks with apparent ease.অর্থ : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
উদাহরণ :
ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
সমার্থক : ସୁବିଧା
অন্যান্য ভাষায় অনুবাদ :
Freedom from difficulty or hardship or effort.
He rose through the ranks with apparent ease.