অর্থ : କୌଣସି ପ୍ରଦେଶ ବା ସ୍ଥାନର ଚାରି ଦିଗରେ ବିଛାଇ ହୋଇଥିବା ଶେଷ ରେଖା ବା ସ୍ଥାନ
উদাহরণ :
ସୈନ୍ୟମାନେ ଶତ୍ରୁସେନାକୁ ସୀମା ପାରିକୁ ତଡି ଦେଲେ
সমার্থক : ବୋଡର୍, ବୋର୍ଡର, ସରହଦ, ସୀମାରେଖା
অন্যান্য ভাষায় অনুবাদ :
किसी प्रदेश या वस्तु के विस्तार की अंतिम सीमा बताने वाली रेखा या घेरा।
भारत और नेपाल के बीच की सीमारेखा को पार करने के लिए भारतीयों तथा नेपालियों को वीसा नहीं लेना पड़ता है।অর্থ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
উদাহরণ :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
অন্যান্য ভাষায় অনুবাদ :
An amount of time.
A time period of 30 years.অর্থ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
উদাহরণ :
ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
অন্যান্য ভাষায় অনুবাদ :
অর্থ : କୌଣସି ପ୍ରଦେଶ ବା ବସ୍ତୁର ଚାରିଆଡ଼େ ବିସ୍ତାରରେ ଶେଷ ରେଖା ବା ସ୍ଥାନ
উদাহরণ :
ଭାରତୀୟ ସୀମାରେ ଜବାନମାନେ ଠିଆ ହୋଇଛନ୍ତି
অন্যান্য ভাষায় অনুবাদ :
অর্থ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
উদাহরণ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
সমার্থক : ଅବଧି, ଗଣ୍ଡି, ଚୌହଦି, ଧାର, ପରିସୀମା
অন্যান্য ভাষায় অনুবাদ :
The point or degree to which something extends.
The extent of the damage.অর্থ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
উদাহরণ :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
সমার্থক : ଅନ୍ତିମସୀମା, ପରିସୀମା
অন্যান্য ভাষায় অনুবাদ :