অর্থ : ବସିବାଲାଗି ବିଶେଷ ପ୍ରକାରର ଭବ୍ୟ ଓ ଆରାମଦାୟକ ଚୌକି
উদাহরণ :
ମହାତ୍ମା ସିଂହାସନ ଉପରେ ବସିରହି ଉପଦେଶ ଦେଉଛନ୍ତି
অন্যান্য ভাষায় অনুবাদ :
অর্থ : ରାଜାଙ୍କର ବସିବାପାଇଁ ବିଶେଷ ପ୍ରକାରର ଆସନ ଯାହା ଚୌକି ପରି ହୋଇଥାଏ ଏବଂ ଦୁଇପାଖ ବାଘ ମୁଖ ଆକୃତିର ବନାଯାଇଥାଏ
উদাহরণ :
ମହାରାଜା ସିଂହାସନରେ ବିରାଜମାନ
সমার্থক : ରାଜ ସିଂହାସନ
অন্যান্য ভাষায় অনুবাদ :