অর্থ : ବ୍ୟର୍ଥ, ଖରାପ ବା ଅନୁଚିତ ସାହସ
উদাহরণ :
ପାକିସ୍ତାନ ଭାରତକୁ ଯୁଦ୍ଧପାଇଁ ଆହ୍ୱାନ କରିବା ଦୁଃସାହସ ନୁହେଁ ତ ଆଉ କଣ?
সমার্থক : ଦୁଃସାହସ
অন্যান্য ভাষায় অনুবাদ :
অর্থ : ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ
উদাহরণ :
ସାହସ ଅଛି ତ ଏକୁଟିଆ ଆସି ଦେଖାକର ବୀର ସାବରକରଙ୍କ ସାହସର କାହାଣୀ ଏବେବି ମନେ ପଡ଼େ
সমার্থক : ପୌରୁଷ, ବାହାଦୁରି, ହିମତ୍
অন্যান্য ভাষায় অনুবাদ :
मन की वह दृढ़ता जो कोई बड़ा काम करने में प्रवृत्त करती है या जिसके कारण हम निडर होकर किसी खतरे आदि का सामना करते हैं।
साहस हो तो अकेले में आकर मिलो।A quality of spirit that enables you to face danger or pain without showing fear.
braveness, bravery, courage, courageousness