অর্থ : ଏକ ପ୍ରାଚୀନ ପ୍ରଦେଶ ଯାହା ପଞ୍ଜାବରେ ସରସ୍ୱତୀ ନଦୀର କୂଳରେ ଅବସ୍ଥିତ
উদাহরণ :
ସାରସ୍ୱତ ରାଜ୍ୟର ଅସ୍ତିତ୍ୱ ଏବେ ନାହିଁ
সমার্থক : ସାରସ୍ୱତ ରାଜ୍ୟ
অন্যান্য ভাষায় অনুবাদ :
एक प्राचीन प्रदेश जो पंजाब में सरस्वती नदी के तट पर था।
सारस्वत राज्य अब अस्तित्व में नहीं है।অর্থ : ଜଣେ ଗୋତ୍ର ପ୍ରବର୍ତ୍ତକ ଋଷି
উদাহরণ :
ପୁରାଣରେ ସାରସ୍ୱତ ଋଷିଙ୍କ ବର୍ଣ୍ଣନା ମିଳେ
সমার্থক : ସାରସ୍ୱତ ଋଷି
অন্যান্য ভাষায় অনুবাদ :
A mentor in spiritual and philosophical topics who is renowned for profound wisdom.
sageঅর্থ : ସାରସ୍ୱତ ଦେଶରେ ବସବାସ କରୁଥିବା ବ୍ରାହ୍ମଣ
উদাহরণ :
ପଣ୍ଡିତ ଜଣକ ସାରସ୍ୱତ ବ୍ରାହ୍ମଣ
সমার্থক : ସାରସ୍ୱତ ବ୍ରାହ୍ମଣ
অন্যান্য ভাষায় অনুবাদ :
অর্থ : ଯାହା ତଥ୍ୟରେ ପୂର୍ଣ୍ଣ ଏବଂ ଯେଉଁଥିରେ ସତ୍ୟତା ନିହିତଥାଏ
উদাহরণ :
ଏହା ତଥ୍ୟପୂର୍ଣ୍ଣ କଥା
সমার্থক : ତଥ୍ୟପୂର୍ଣ୍ଣ, ତଥ୍ୟାତ୍ମକ, ସାରଗର୍ଭକ, ସାରପୂର୍ଣ୍ଣ
অন্যান্য ভাষায় অনুবাদ :