অর্থ : କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
উদাহরণ :
ଏହି ଦଳରେ ରାମ ମୋତେ ମଧ୍ୟ ସାମିଲ କରିଛି ଏହି କାମରେ ଭଲ ଲୋକମାନଙ୍କୁ ସାମିଲ କରନ୍ତୁ
সমার্থক : ମିଶେଇବା, ସମ୍ମିଳିତ କରିବା
অন্যান্য ভাষায় অনুবাদ :
किसी कार्य आदि को करने के लिए साथ करना या किसी काम, दल आदि में रखना।
इस कार्य में अच्छे लोगों को शामिल कीजिए।