অর্থ : ଯେ ସାମନ୍ତବାଦର ସମର୍ଥନକାରୀ
উদাহরণ :
ସେ ସାମନ୍ତବାଦୀମାନଙ୍କୁ ଭୀଷଣ ଭାବେ ନିନ୍ଦା କଲେ
সমার্থক : ସାମନ୍ତବାଦୀ
অন্যান্য ভাষায় অনুবাদ :
অর্থ : ସାମନ୍ତବାଦ ସମ୍ବନ୍ଧୀୟ
উদাহরণ :
ସାମନ୍ତବାଦୀ ଗତିବିଧିଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ
সমার্থক : ସାମନ୍ତବାଦୀ
অন্যান্য ভাষায় অনুবাদ :
অর্থ : ସାମନ୍ତବାଦର ସପକ୍ଷବାଦୀ
উদাহরণ :
ସେ ଜଣେ ପକ୍କା ସାମନ୍ତବାଦୀ
সমার্থক : ସାମନ୍ତବାଦୀ
অন্যান্য ভাষায় অনুবাদ :