অর্থ : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି
উদাহরণ :
ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ
সমার্থক : ସନ୍ୟାସୀ
অর্থ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ
উদাহরণ :
ସମସ୍ତ ଚାକର କୃତଜ୍ଞ ନୁହନ୍ତି
সমার্থক : କୃତଜ୍ଞ, ସଚ୍ଚୋଟ, ସ୍ୱାମୀଭକ୍ତ
অন্যান্য ভাষায় অনুবাদ :
स्वामी या अन्नदाता का कार्य या सेवा ईमानदारी से करनेवाला।
सभी नौकर नमकहलाल नहीं होते।অর্থ : ସାଂସାରିକତାରୁ ଅଲଗାରହି ଧାର୍ମିକ ଜୀବନ ବିତାଉଥିବା ପୁରୁଷ
উদাহরণ :
ସାଧୁର ଜୀବନ ପରୋପକାରରେ ହିଁ ବିତିଥାଏ
অন্যান্য ভাষায় অনুবাদ :