অর্থ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
উদাহরণ :
ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
সমার্থক : ଅନୁରୂପତା, ସମତା, ସମତୁଲ୍ୟତା, ସମରୂପତା, ସମାନତା, ସାଦୃଶ୍ୟ
অন্যান্য ভাষায় অনুবাদ :
The quality of being similar or comparable in kind or nature.
There is a remarkable homogeneity between the two companies.