অর্থ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
উদাহরণ :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
সমার্থক : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମଜା, ମୋଦ, ସହର୍ଷ, ହର୍ଷ
অন্যান্য ভাষায় অনুবাদ :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।অর্থ : ସହଜ ହେବାର ଅବସ୍ଥା ବା ଭାବ
উদাহরণ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
সমার্থক : ସରଳ, ସରଳତା, ସହଜତା, ସୁଗମତା
অন্যান্য ভাষায় অনুবাদ :
Freedom from difficulty or hardship or effort.
He rose through the ranks with apparent ease.অর্থ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
উদাহরণ :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
সমার্থক : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସୁଗମ, ସୁବୋଧ୍ୟ
অন্যান্য ভাষায় অনুবাদ :
Capable of being apprehended or understood.
apprehensible, graspable, intelligible, perceivable, understandableঅর্থ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
উদাহরণ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
সমার্থক : ସରଳ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
অন্যান্য ভাষায় অনুবাদ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.অর্থ : ଯେଉଁଥିରେ ସୁବିଧା ଅଛି
উদাহরণ :
ଅଧ୍ୟାପନା ସମ୍ବନ୍ଧୀୟ ଯେକୌଣସି କାମ ମୋପାଇଁ ସୁବିଧା ଜନକ
সমার্থক : ସୁବିଧା ଜନକ, ସୁବିଧାପୂର୍ଣ୍ଣ
অন্যান্য ভাষায় অনুবাদ :
অর্থ : ଯେଉଁ ସ୍ୱର ଉଚ୍ଚ ନୁହେଁ ବା ନୀଚ ନୁହେଁ ଯାହା ବାର୍ଣ୍ଣିକ ଅର୍ଦ୍ଧସ୍ୱରଠାରୁ ଉପରେ ନୁହେଁ କି ତଳେ ନୁହେଁ
উদাহরণ :
ସଙ୍ଗୀତକାର ସ୍ୱଭାବିକ ସପ୍ତକ ବିଷୟରେ କହୁଛନ୍ତି
সমার্থক : ସ୍ୱଭାବିକ
অন্যান্য ভাষায় অনুবাদ :