অর্থ : ସହଜ ହେବାର ଅବସ୍ଥା ବା ଭାବ
উদাহরণ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
সমার্থক : ସରଳତା, ସହଜ, ସହଜତା, ସୁଗମତା
অন্যান্য ভাষায় অনুবাদ :
Freedom from difficulty or hardship or effort.
He rose through the ranks with apparent ease.অর্থ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
উদাহরণ :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
সমার্থক : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସହଜ, ସୁଗମ, ସୁବୋଧ୍ୟ
অন্যান্য ভাষায় অনুবাদ :
Capable of being apprehended or understood.
apprehensible, graspable, intelligible, perceivable, understandableঅর্থ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
উদাহরণ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
সমার্থক : ସହଜ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
অন্যান্য ভাষায় অনুবাদ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.অর্থ : ଯିଏ କିଛି ଜାଣେ ନାହିଁ
উদাহরণ :
ଅପରାଧୀମାନେ କାଲି ରାତିରେ ଜଣେ ନିରୀହ ପିଲାକୁ ହତ୍ୟା କରିଦେଲେ
সমার্থক : ନିରୀହ
অন্যান্য ভাষায় অনুবাদ :
Free from evil or guilt.
An innocent child.অর্থ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
উদাহরণ :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
সমার্থক : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସିଧା ସାଧା
অন্যান্য ভাষায় অনুবাদ :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।